ବିଶେଷ୍ୟ (ଗ୍ରାମଜ) [୧] ,[୨] ସମ୍ପାଦନା

  • ଅକ୍ରୁରର ଡାକ ନାମ

ଉଚ୍ଚାରଣ ସମ୍ପାଦନା

(file)

ବିଶେଷ୍ୟ (ସଂସ୍କୃତ) ( ଅଙ୍କଧାତୁ +ଉର ) ସମ୍ପାଦନା

  • ଗଜା; ବୀଜରୁ ଜାତ ନୂତନ ବକ୍ରାଗ୍ର ଉଦ୍ଭିଦ
  • ଡାଳରେ ଅଗରେ ଥିବା ନୂଆ କୋମଳ ମୂକୁଳ
  • ବଉଳି; କଢି
  • ଲୋମ
  • ରକ୍ତ
  • ଜଳ
  • ଟାଙ୍କୁରା; ଉଦ୍ଗମ; ପୁଲକ
  • ଆବୁ
  • କୋରକ
  • ମକୁଳ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୧୦୫
  2. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୨୩