(file)

ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଚିହ୍ନ ଦେବା
  • ଲେଖନ
  • ସଂଖ୍ୟାଲିଖନ
  • ଚିତ୍ରାଦି ଆଙ୍କିବା
  • ଅଙ୍କିତକରଣ
  • ଗଣତି କରିବା
  • ଶଙ୍ଖ; ଚକ୍ର, ଗଦା, ପଦ୍ମ, ତ୍ରିଶୂଳ ଓ ପ୍ରଭୁଙ୍କ ନାମ ଆଦି ଅଙ୍କିତ ଥିବା ଧାତୁ ମୁଦ୍ରାକୁ ଦେହରେ ତତାଇ କରି ମାରିବା