(file)

ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଚିହ୍ନ; ଲକ୍ଷଣ
  • କଳଙ୍କ; ଦାଗ
  • ସଂଖ୍ୟା; ଏକ (୧) ଠାରୁ ନଅ (୯) ପର୍ଯ୍ୟନ୍ତ ସଂଖ୍ୟା ଓ ଶୁନ୍ୟ
  • ଗଣିତ ଶାସ୍ତ୍ର; ପାଟିଗଣିତ
  • କ୍ରୋଡ; ଉତ୍ସଙ୍ଗ; କୋଳ
  • ବର୍ଷ; ସମ୍ଵତ୍ସର
  • ନାଟକର ପରିଚ୍ଛେଦ
  • ପର୍ବତ
  • ରେଖା; ଗାର
  • ଅପରାଧ; ଦୋଷ
  • ଯୁଦ୍ଧ
  • ଚିତ୍ରଯୁଦ୍ଧ
  • ଶରୀର; ଦେହ
  • ରୂପକାଳଙ୍କାର ବିଶେଷ
  • ସାମୀପ୍ୟ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଗଣିତ ପ୍ରଶ୍ନ ଓ ସମସ୍ୟା
  • ରାଜାଙ୍କ ସିଂହାସନାରୋହଣ ଠରୁ ଗଣାଯିବା ବର୍ଷ