ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଅଗଣା
ଭାଷା
ଦେଖିବେ
ସମ୍ପାଦନା
ଧ୍ୱନି
(
file
)
ବିଶେଷ୍ୟ
(ଦେଶଜ)
ସମ୍ପାଦନା
ଅଙ୍ଗନ; ପ୍ରଙ୍ଗଣ
କ୍ଷେତ୍ର; ସ୍ଥାନ
ବିଶେଷଣ (ଦେଶଜ)
ସମ୍ପାଦନା
ଅଗଣ୍ୟ; ଅସଂଖ୍ୟ
ଅଗଣିତ; ଯାହା ଗଣନା କରାଯାଇ ନାହିଁ
ନଗଣ୍ୟ; ହେୟ
ଯେଉଁ ବାଳକର ଜାତକ ବା ଜନ୍ମପତ୍ରିକା ବିଷୟରେ ଜ୍ୟୋତିଷିକ ଗଣନା କରାଯାଇ ନାହିଁ