(file)

ବିଶେଷଣ [୧] ସମ୍ପାଦନା

  • ବହୁବ୍ରୀହି ସମାସ: ଅ = ନାହିଁ +କିଞ୍ଚନ = କିଛିମାତ୍ର ଯାହାର
  • (ସଂସ୍କୃତ) ପୁଂଲିଙ୍ଗ, ଅକିଞ୍ଚନା - ସ୍ତ୍ରୀଲିଙ୍ଗ
    • ନିଃସ୍ଵ
    • ଦରିଦ୍ର
    • ସମ୍ବଳହୀନ

ବିଶେଷ୍ୟ ସମ୍ପାଦନା

ଅକିଞ୍ଚନତା, ଅକିଞ୍ଚନତ୍ୟ, ଅକିଞ୍ଚନିମା

  • ନଗଣ୍ୟ
  • ସାମାନ୍ୟ
  • ଇତର
  • ହେୟ
  • ମୂଢ଼, ହୀନ, ଅଧମ
  • ମୂଲ୍ୟହୀନ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୪୪