ଅକ
manner.
ଅକ— Aka
ସଂ. ବି. (ଅକଧାତୁ+ଭାବ. ଅ)—
1 ବକ୍ରଗତି—1. Curved motion.
2 (ଅ=ନୁହେଁ+କ=ସୁଖ) ଦୁଃଖ—2. Trouble.
3 ପାପ—3. Sin.
4 ସଂ. ପ୍ରତ୍ୟୟ; (ଏହି ପ୍ରତ୍ୟୟାନ୍ତଶଦ୍ଦ ବିଣ. ହୁଏ ଓ ପୁଲିଙ୍ଗ ହୁଏ—ଯଥା— ନାୟକ;