ଅକ

(file)

manner.

ଅକ— Aka

ସଂ. ବି. (ଅକଧାତୁ+ଭାବ. ଅ)—

1 ବକ୍ରଗତି—1. Curved motion.

2 (ଅ=ନୁହେଁ+କ=ସୁଖ) ଦୁଃଖ—2. Trouble.

3 ପାପ—3. Sin.

4 ସଂ. ପ୍ରତ୍ୟୟ; (ଏହି ପ୍ରତ୍ୟୟାନ୍ତଶଦ୍ଦ ବିଣ. ହୁଏ ଓ ପୁଲିଙ୍ଗ ହୁଏ—ଯଥା— ନାୟକ;