(file)
ଅଅଁଳା (4937861227)

ବିଶେଷ୍ୟ ସମ୍ପାଦନା

ଗଛ ବିଶେଷ ଓ ତାହାର ଫଳ (କୋଳି) ।

  • ୧. ସଂ: (ଆମଳକ) ଆମଳକ (ଦେଖ)
  • ୨. (ସଂ: ଅମ୍ଲାତ ଅମ୍ଲାଟନ) ଅଅଁଳେଇ ଫୁଲ ଓ ଗୁଳ୍ମ; କୁରୁବକ
  • ୩. (ଆମଳକ ଏହାର ଆକୃତି ଅଅଁଳା କୋଳି ପରି ଚିରୁଡ଼ା ଚିରୁଡ଼ା ଓ ଚେପଟା ଥିବାରୁ ) ଦେଉଳ ବିମାନ ଉପରେ ସ୍ଥାପିତ ଓ ଦହି ଖୁଆପରି ଚିରୁଡ଼ା ଚିରୁଡ଼ା ଓ ଚେପଟା ଚକଡ଼ା । ଏହା ଉପରେ ଦଧିନଉତି ଥାଏ । ଅଅଁଳା କୋଳି ପରି କାମ ହୋଇଥିବା ଦଧିନଉତିରର ତଳ ବଇଠି । ଅଅଁଳା ସାଳି ।[୧]


ଆଧାର ସମ୍ପାଦନା