ସଜଡ଼ାହେବାକୁ ଥିବା ଅସୁବିଧାସବୁ ସମ୍ପାଦନା

  • ବହୁ ଶବ୍ଦର ପୃଷ୍ଠାନାମରେ ଅନାବଶ୍ୟକ ଭାବେ ବନ୍ଧନୀ ରହିଛି । ଯଥା: ମତାଲବି ପୃଷ୍ଠାର ନାମ ମ(ତା)ଲ(ବି) ଥିଲା ।
  • ଉଇକି କୋଡ଼: ବୈଦେଶିକ ଶବ୍ଦ, ବିଶେଷ କରି ଆରବୀ ଶବ୍ଦରେ === ବୈଦେଶିକ - ବିଶେଷ୍ୟ (ଆରବୀ‌) ଏଭଳି ଶେଷରେ === ନାହିଁ ଫଳତଃ ବିଭାଗ ତିଆରି ହୋଇନାହିଁ ।
  • ଆଇ.ପି.ଏ.ରେ ଅନେକ ସ୍ଥାନରେ ଭୁଲ ଭାବେ କନଭର୍ଟ ହୋଇଛି । ଯଥା: ନମ୍ୱରିଙ୍ଗ୍ ମେସିନ୍

ସର୍ବସାଧାରଣ ଘୋଷଣା ସମ୍ପାଦନା

ଅତୀତରେ ମୁଁ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ବିଭାଗରେ କାମ କରୁଥିଲି ।