Hello, is this really an entry that describes a word? Whoever typed that may not have the knowledge that Wiktionary and Wikipedia are different things; because to me, it looks like it came from an encyclopedia. --Lo Ximiendo (ମୋ ଆଲୋଚନା) ୦୨:୨୫, ୨୦ ଡିସେମ୍ବର ୨୦୧୨ (UTC)Reply

ଆଧାର ଦେଇପାରିବେ ? ସମ୍ପାଦନା

ଆଦିତ୍ୟ ଭାଇ, ଏଇ ନିକଟରେ ଆପଣ କରିଥିବା କିଛି ବଦଳ ଗୁଡ଼ିକ ପାଇଁ ଯଦି କିଛି ଆଧାର ଦେଇପାରିବେ ଭଲ ହୁଅନ୍ତା । ଆଧାର ପାଇଁ ସ୍ଵତନ୍ତ୍ର tab ଅଛି । ଆଉ କିଛି କ୍ଷେତ୍ରରେ ବାକ୍ୟ ଦୁଇଥର ଲେଖା ଯାଇଛି । ମୁଁ କିଛି ବଦଳେଇଛି । ଭୁଲ ଥିଲେ ଜଣେଇବେ / ଠିକ କରିଦେବେ :) । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୪:୨୨, ୩୧ ମାର୍ଚ୍ଚ ୨୦୧୬ (UTC)Reply