ବିଶେଷ୍ୟ (ଦେଶଜ) ସମ୍ପାଦନା

ବିଶେଷଣ (ଦେଶଜ) ସମ୍ପାଦନା


ତିରୋଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅର୍ଥାଭାବ; ଅଭାବ — Pecuniary want.

(ଯଥା—ମୋର ବର୍ତ୍ତମାନ ପଇସାପତ୍ରର ଭାରି ତିରୋଟ )

ଦେଶଜ - ବିଶେଷଣ - ସମ୍ପାଦନା

୧. ନଅଣ୍ଟ; ନଅଣ୍ଟିଆ — ୧. Insufficient.
୨. ମହର୍ଗ —୨. Dear (in price).
୩. ଅଭାବଯୁକ୍ତ (ଅବସ୍ଥା, ସମୟ, ବ୍ୟକ୍ତି) —୩. Needy.