ନିଅଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ) ସମ୍ପାଦନା

ଅନଟନ; ଅଭାବ — Want; insufficience.

ବିଶେଷଣ - ସମ୍ପାଦନା

୧. ଅଭାବଗ୍ରସ୍ତ (ବ୍ୟକ୍ତି) — ୧. Beset with want.
୨. ନଅଣ୍ଟ; ଅଯେଥେଷ୍ଟ (ବସ୍ତୁ) —Insufficient.

ଶତ ପ୍ରାୟଶ୍ଚିତ୍ତ କଲେ ହେଉ ଥିଲା ଦୋଷକୁ ତାହା ନିଅଣ୍ଟ ରାଧାନାଥ. ଯଯାତି