ଝାମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାମକ) ସମ୍ପାଦନା

୧. ଅତିରିକ୍ତ ଦାହରେ ପିଣ୍ଡୀକୃତ ଇଷ୍ଟକ ଖଣ୍ଡ; ପୋଡ଼ିଯାଇ ଉକୁରି ପଡ଼ିଥିବା ଇଟା — ୧. Vitrified brick; over-burnt brick.
୨. ଝାମ (ଦେଖ) - ୨. Jhāma (See)