ଝାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) ସମ୍ପାଦନା

୧. ମଥା— ଭ୍ରମ —୧. Feeling of giddiness.
୨. ମୂର୍ଛା; ଝୋଲାମାରିବା —୨. Fainting; swoon.

ବଇଜୟନ୍ତୀ ଜ୍ୟୋମେ ଦିଗଦହନଭ୍ରମେ ଦେଖି ପଡ଼ିବେ ଝାମେ ସେ ଭଞ୍ଜ. ବୈଦେହୀଶବିଳାସ

୩. ଅଗ୍ନିର ତାତି —୩. Heat or blaze of fire.
୪. ଅଗ୍ନିମାଣ୍ଡୁ; ଅପରାଧୀର ଜଳନ୍ତା ନିଆଁଉପରେ ଚାଳିବା ରୂପା ପରୀକ୍ଷା —୪. The test through which accused persons were made to pass, in anicient times viz. of walking over from ing charcoal to free themselves from false accusations.

ବିକଳ୍ପ ଥିଲେ ଦେବି ଅନଳେ ସେ ବିହନ୍ତି ଜନେ ଝାମ ଲାଗନ୍ତେ ଦୋଷ ଯେ ଭଞ୍ଜ. ବୈଦେହୀଶବିଳାସ

୫. ଗାଡ଼ିର ଚକରେ ପରିଧିରେ ବେଢ଼ିଥିବା ଲୌହବଳୟ — ୫. The outer ring of iron round the rim of a wheel.
୬. ପଣାସଂକ୍ରାନ୍ତିରେ ଯେଉଁ ଦହକ ନିଆଁରେ ପାଟୁଆମାନେ ଚାଲନ୍ତି; ପଣାସଂକ୍ରାନ୍ତିରେ ବ୍ରତଧାରୀମାନେ ଯେଉଁ ନିଆଁଗଦାରେ ଚାଲନ୍ତି —୬. The blazing fire over which devotees walk bare-footed on the Ch&aline;i̱tra saṁkrānti; heap of fire lit up on Paṇāsaṁkrānti for walking upon it.
୬. (ସଂସ୍କୃତ - କ୍ଷାମ)—କ୍ଷୀଣ; ଦୁର୍ବଳ —୭. Lean; weak.

ଭେଦନ୍ତି ସୁନ୍ଦରୀ ହିଆ କମ୍ପି ହୁଏ ଝାମ ଶିଶୁଶଙ୍କର. ଉଷାରିଳାଷ୍ମ

ଦେଶଜ - ବିଶେଷଣ - ସମ୍ପାଦନା

ମୂର୍ଛିତ —Fainted; swooned.