ଚଲା
ଚଲା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଚଲା
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଚାଲୁଣୀଦ୍ୱାରା ଚଲାଇବା କାର୍ଯ୍ୟ — ୧. Act of sifting through a sieve.
- ୨. ଚାଲିବା —୨. Walking.
- ୩. ଥଳ; ନଦୀର ପାଣି କମିଯିବା ଯୋଗୁଁ ଲୋକେ ନଈରେ ପଶି ନଈ ପାରି ହେବା ଅବସ୍ଥା — ୩. Fordable condition of a river.
- ୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ; ଯଥା—ଖଇଚଲା, ବିରିଚଲା, ଚାଉଳଚଲା) ଚାଲୁଣୀ —୪. Sieve.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଯେଉଁ ପଥରେ କେବଳ ପାଦରେ ଚାଲି ଯିବାକୁ ହୁଏ — ୧. (road or path) Passable by foot.
(ଯଥା—ଚଲା ବାଟ)
(ଗହୀର; ଗଣ୍ଡ—ବପରୀତ)
୨: ନଦୀର ଯେଉଁ ଅଂଶରେ ମନୁଷ୍ୟ ପଶି ଚାଲିଯାଇ ପାରେ — ୨. Fordable part of a river.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ଜଳମିଶ୍ରିତ ଘୋଳଦହି; ଚହ୍ଲା — Churned curd.
ଚଲା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - (ଗଡ଼ଜାତ) ଓ. ଗ୍ରାମ୍ୟ. (ଇତର) ବିଶେଷ୍ୟ - (ସଂସ୍କୃତ - ଚେଟକ; ପ୍ରା. ଚେଡ଼ା) ସମ୍ପାଦନା
ଚେଲା; ଶିଷ୍ୟ —Disciple.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳନ) ସମ୍ପାଦନା
ଚାଲି (ଦେଖ) - Chāli (See)