ଚାଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ୍ ଧାତୁ) ସମ୍ପାଦନା

୧. ଗମନ; ଭ୍ରମଣ; ପାଦଚାରଣ — ୧. Walking.

ହେଲେ ଯେ ମନ୍ଦରସ୍ତନା ତୋ ସୁନ୍ଦର ଚାଲିରେ କରିବ ଦୃଷ୍ଟିଦାନ କବିସୂର୍ଯ୍ୟ, ସଙ୍ଗୀତ

୨. ଗମନ କରିବାର ରୀତି —୨. Gait; mode of walking; deportment.
୩. ଗତିର ବେଗ —୩. Velocity.
୪. ଆଚରଣ —୪. Conduct.

ଚଲାଚର ଚାଲି ଭୟମୟ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ ଗୀତ