(ଏ) କାନରେ ପଶି ସେ କାନରେ ବାହାରିଯିବା
(ଏ) କାନରେ ପଶି ସେ କାନରେ ବାହାରିଯିବା —
ଉଚ୍ଚାରଣ: Kānare paṡi se kānare bāhārijibā
একানে ঢুকে ওকানে বেরিয়ে যাওয়া
ଦେ. କ୍ରି. —
(କଥିତ ବିଷୟ) ଆଦୌ ମନୋଯୋଗପୂର୍ବକ ଶୁଣା ନ ଯିବା —(a spoken matter) Not to be heard with attention.