ହେବା
କ୍ରିୟା (ଦେଶଜ)
ସମ୍ପାଦନା- ସମ୍ପନ୍ନ ହେବା; ନିଷ୍କନ୍ନ ହେବା
- ଘଟିବା
- ଫଳିବା ବା ଧାରଣ କରିବା
- ପରିବର୍ତ୍ତିତ ହେବା; ପାଲଟିବା
- ଅଧୀନ ବା ଆୟତ୍ତ ହେବା
- ପ୍ରାପ୍ୟ ହେବା
- ଅତିବାହିତ ହେବା; ଗତ ହେବା
- ପହଞ୍ଚିବା
- ଜ୍ଞାନ ପାଇବା; ଘରଯୋଗ୍ୟ ହେବା; ରଜସ୍ଵଳା ହେବା
- ଯୋଗ୍ୟ ହେବା
- ହସ୍ତଗତ ହେବା
- ଜନ୍ମିବା; ଉପଜାତ ହେବା
- ସମବେତ ହେବା
- ଅବସ୍ଥିତ ହେବା; ଉପସ୍ଥିତ ହେବା; ସ୍ଥିତ ହେବା; ବିଦ୍ୟମାନ ହେବା
- ଧରା ହେବା
- ଭୂ ଧାତୁର ଭବିଷ୍ୟତ୍ କାଳ ୧ମ ପୁରୁଷ ଏକବଚନ ଓ ବହୁବଚନ କର୍ତ୍ତା ସଙ୍ଗେ ଲାଅଗିବା ଆକାର