ହେଣ୍ଟିବା ସମ୍ପାଦନା

ହେଣ୍ଟିବା (plural [[#English|]])

  1. ଅନ୍ୟ କାହାର କଥାକୁ କାଟିବା ବା ବିରୋଧ କରିବା
  2. ଅନ୍ୟ ଜଣଙ୍କ କଥାକୁ ନ ମାନିବା

ଇଂରାଜୀ ଉଚ୍ଚାରଣ ସମ୍ପାଦନା

Hentibaa

ଇଂରାଜୀ ଶବ୍ଦ = ସମ୍ପାଦନା

Disobey, Defy, Oppose, Disregard

ପ୍ରତିଶବ୍ଦ ସମ୍ପାଦନା

  • କଥାକାଟିବା
  • ଅମାନିଆ
  • ବିରୋଧ