ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ହୁଡିବା
ଭାଷା
ଦେଖିବେ
ସମ୍ପାଦନା
ଶବ୍ଦାର୍ଥ
:
କ୍ରିୟା (ଦେଶଜ)
ସମ୍ପାଦନା
ଭୁଲ କରିବା
କୁବାକ୍ୟ କହିବା; ଗାଳିଦେବା; ସୋଧିବା; ଭର୍ତ୍ସନା କରିବା
ଭ୍ରମରେ କୌଣସି କଥା ଛଡିଯିବା
ପାସୋରିବା; ବିସ୍ମରିବା; ହେଜି ନ ପାରିବା; ଭୁଲିଯିବା
କୌଣସି ବ୍ୟକ୍ତିକୁ ଅପମାନ ଦେବା
ଲଙ୍ଘନ କରିବା
ବାଜି ମାରିବା
ଭୁମିରେ ଲୋଟିବା
ପାଳନ କରିବାକୁ ଭୁଲିଯିବା
ପାଳନ ନ କରିବା