ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସମ୍ପୃକ୍ତ
ଭାଷା
ଦେଖିବେ
ସମ୍ପାଦନା (Edit)
ଶବ୍ଦାର୍ଥ
:
(ସଂପୃକ୍ତ—ଅନ୍ଯରୂପ)
(ସମ୍ପର୍କ—ବି)
==ସସ୍କୃତ (ବିଶେଷଣ)== (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ)—
ସମ୍ବନ୍ଧ; ସଂସୃଷ୍ଟ; ସଂକ୍ରାନ୍ତ
ଏକତ୍ର ମିଶ୍ରିତ; ମିଳିତ
ସଂୟୁକ୍ତ
ଗ୍ରଥିତ .
ଜଡ଼ିତ; ସଂଲଗ୍ନ
ଖଚିତ
ସ୍ପର୍ଶ କରିଥିବା