ଅବଲୋକନ
ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୬୩୪ଟି ଶବ୍ଦ ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି ।
ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।
ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ ।
ଉଇକି ଖବର
- ୨୫ ମଇ ୨୦୧୫ - ଉଇକିଅଭିଧାନ ୧,୦୦,୦୦୦ ଶବ୍ଦର ମାଇଲ ଖୁଣ୍ଟ ପାର ହେଲା ।
- ୯ ଅକ୍ଟୋବର ୨୦୧୫ - ଓଡ଼ିଆ ଉଇକିପିଡ଼ିଆରେ ୧୦,୦୦୦ତମ ପ୍ରସଙ୍ଗ ଲେଖାଗଲା । (ଗୋପବନ୍ଧୁ ଜୟନ୍ତୀ)
|
ଏ ମାସର ଶବ୍ଦ
ଗୌଡ଼ିଆ ବଇଷମ
ଉଚ୍ଚାରଣ: Gauṟḍ̠iā baishama ଶବ୍ଦ ବିନ୍ୟାସ: ସଂସ୍କୃତ - ଗୌଡ଼ୀୟ ବୈଷ୍ଣବ ଗ୍ରାମ୍ୟ - ବିଶେଷ୍ୟ —
- ଚୈତନ୍ୟମତାବଲମ୍ୱୀ ବୈଷ୍ଣବ
-
-
[ଦ୍ରଷ୍ଟବ୍ୟ —ଏମାନଙ୍କ ବେକରେ ମାଳା ଓ ମୁଣ୍ଡରେ ଚଇତନ ଚୁରୁକୀ ଥାଏ । ଚୈତନ୍ୟ ଦେବଙ୍କ ଦେହତ୍ୟାଗ ପରେ ତଦୀୟ ଭକ୍ତମଣ୍ଡଳଦ୍ୱାରା ଏ ସଂପ୍ରଦାୟ ଗଠିତ ହୋଇଥିଲା । ଉଜ୍ଜ୍ୱଳାଖ୍ୟ ମଧୁର ରସ ସାଧନା ସେମାନଙ୍କର ଚରମ ଲକ୍ଷ୍ୟ । ଶୌଚ, ନାମଳପ, ନିର୍ମଳରାସ ଓ ସହଜ ଭଜନ ପନ୍ଥାଦ୍ୱାରା ଭକ୍ତିସାଧନହିଁ ଏମାନଙ୍କର ଲକ୍ଷ୍ୟ ।]
-
-
-
-
-
-
ଆପଣ ଜାଣନ୍ତି କି ?
-
|