ଏବେ ଚାଲିଥିବା କାମ ସମ୍ପାଦନା

ଏବେ ଏହି ଶ୍ରେଣୀରେ ଥିବା ଶବ୍ଦଗୁଡ଼ିକର ଉଚ୍ଚାରଣ ରେକର୍ଡ଼ିଂ କରି କମନ୍ସର ଏହି ଶ୍ରେଣୀରେ ଅପଲୋଡ଼ କରାଯାଉଛି । ବଟ ବ୍ୟବହାର କରି ଉଚ୍ଚାରଣଗୁଡ଼ିକୁ ଏଠି ଉଇକିଅଭିଧାନରେ ଯୋଡ଼ାଯାଉଛି । ତଳ ଲିଙ୍କର ରେକର୍ଡ଼ିଂ ସରିଥିବା ଉଚ୍ଚାରଣର ତାଲିକା ଦିଆଯାଇଛି । ପ୍ରତିଟି ଉଚ୍ଚାରଣର ନାମ ଏମିତି: LL-Q33810 (ori)-Psubhashish-ଅଣଲାଭକାରୀ.wav ଏଥିରେ ଅଣଲାଭକାରୀଟି ହେଲା ଉଇକିଅଭିଧାନରେ ଥିବା ଶବ୍ଦ । ତା' ଆଗରୁ ଥିବା LL-Q33810 (ori)-Psubhashish- ଓ ପରେ ଥିବା ଅଣଲାଭକାରୀ.wav ବାକି ସବୁ ଶବ୍ଦ ପାଇଁ ସମାନ ।

ଏସବୁ ରେକର୍ଡ଼ିଂ ଲିଙ୍ଗୁଆ ଲିବ୍ରେ ବ୍ୟବହାର କରି କରାଯାଉଛି ।

ସରିଥିବା କାମ ସମ୍ପାଦନା

  • 2018-07-26 ("(ଆଟାଣୁଆଁ)"ରୁ "ଗଣଗଣିଆଁ" ଯାଏ)
  • 2018-07-27 ("ଗଣଗୋଷ୍ଠୀ"ରୁ "ଗର୍ମଜ୍ଭୁତ୍" ଯାଏ, "ଗର୍ରାଜି" ରୁ "ଗାରଡ଼େଇବା" ଯାଏ)
  • 2018-07-28 ("ଗାରଦ"ରୁ "ଗୁଣୁଗୁଣ୍ ସ୍ୱର", "ଗୁଣ୍ଗୁଣ୍"ରୁ "ଗୋଆଳ", "ଗୋଇ"ରୁ "ଗୋଶଲ୍")
  • 2018-07-31 ("ଗୋଶଲ୍ କରିବ"ରୁ "ଘାଇ", "ଘାଇଲା"ରୁ "ଚଉକଠ", "ଚଉକସ"ରୁ "ଚତାରାଇବା")
  • 2018-12-29 ("ଚତରା"ରୁ "" ଯାଏ)

ରେକର୍ଡ଼ିଂ ସମୟ ସମ୍ପାଦନା

  • ୨୮ ତାରିଖରେ ମପାଯାଇଥିବା ସମୟ ଅନୁସାରେ ୨୦୦ଟି ଶବ୍ଦ ପାଇଁ ରେକର୍ଡ଼ିଂ ପାଇଁ କମ୍ପ୍ୟୁଟର, ମାଇକ ଆଦି ଯୋଚା ହେବାଠାରୁ ଆରମ୍ଭ କରି ରେକର୍ଡ଼ିଂ ସରି ଅପଲୋଡ଼ ହେବାଯାଏ ୩୩:୧୪ ମିନିଟ ଲାଗିଲା