ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଫେଡିବା
ଭାଷା
ଦେଖିବେ
ସମ୍ପାଦନା (Edit)
ଶବ୍ଦାର୍ଥ
:
କ୍ରିୟା (ଦେଶଜ)
ସମ୍ପାଦନା
ଦୂର କରିବା
ବିୟୋଗ କରିବା; ଏକ ରାଶିରୁ ଅନ୍ୟ ରାଶିକୁ ବାଦ୍ ଦେବା
ଫେଇବା; ଫିଟାଇବା; ଖୋଲିବା
ମୁକ୍ତ କରିବା
ମୋକ୍ଷଣ କରିବା; ତ୍ୟାଗ କରିବା
ଲାଘବ କରିବା; ମୋଚନ କରିବା
ସ୍ପଷ୍ଟରୂପେ ପ୍ରକାଶ କରିବା
ଅନ୍ତର୍ଦୃଷ୍ଟିର ପ୍ରୟୋଗରେ ଜାଣିବା