ସଂସ୍କୃତବିଶେଷ୍ଯ (ନି+କ୍ଵଣ ଧତୁ=ଶବ୍ଦକରିବା=ଭବ.ଅ)[୧],[୨]
ସମ୍ପାଦନା
- ବୀଣାଧ୍ଵନି;ତନ୍ତ୍ରୀର ଝଙ୍କାର(Musical note of stringed instrument; the twanging sound of harp)
- ଧ୍ଵନି
- ନିନାଦ
- ଶବ୍ଦ(sound,tune,tone)
- କିନ୍ନର ପ୍ରଭୃତିଙ୍କ ବୀଣାବାଦନ ଶବ୍ଦ
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା-୪୨୮୧
- ↑ ପ୍ରମୋଦ ଅଭିଧାନ,ପୃଷ୍ଠା୧୪୨୨