ଛାଞ୍ଚ:ପପୃ/ପ୍ରଧାନ ପୃଷ୍ଠା ବଛା ଶବ୍ଦ

ଏ ମାସର ଶବ୍ଦ

ସଂହାର

ଉଚ୍ଚାରଣ: Saṁhāra
ଶବ୍ଦ ବିନ୍ୟାସ: ସମ୍+ହୃ ଧାତୁ= ହରଣ କରିବା; ବିନାଶ କରିବା +ଭାବ. ଅ
ସଂସ୍କୃତ - ବିଶେଷ୍ୟ
  1. ଧ୍ୱଂସ; ବିନାଶ
  2. ଆହରଣ; ସଂଗ୍ରହ; ସଂକଳନ