ଛଡାଇ ଦେବା
କ୍ରିୟା (ଦେଶଜ)
ସମ୍ପାଦନା- ରୋଗମୁକ୍ତ କରିବା
- ତ୍ୟାଗ କରାଇବା
- ଫଳରୁ ଚୋପା ବା ଗଛରୁ ବକଳ ଛଡାଇବା
- ଦୁଇଜଣଙ୍କୁ ବିଭିନ୍ନ ବା ପୃଥକ୍ କରାଇଦେବା
- ହସ୍ତାନ୍ତର କରିବା; ବିକିରି କରିବା
- ଭୃତ୍ୟକୁ ଚାକିରିରୁ ବରଖାସ୍ତ କରିବା
- ବନନ୍ଧରୁ ମୁକ୍ତ କରିବା; ଉନ୍ମୁକ୍ତ କରିବା
- ମନରୁ ଦୂର କରିବା
- ପାଣି ପକାଇ ନୈବେଦ୍ୟ ପଦର୍ଥକୁ ଉତ୍ସର୍ଗ କରିବା
- ଦେହରେ ବୋଳା ହୋଇଥିବା ଚନ୍ଦନ, ହଳଦୀ, ରଙ୍ଗ ଆଦି ପୋଛିବା, ସାଫ୍ କରିବା
- ଅପର୍ଯ୍ୟାପ୍ତଭାବରେ ବୁଣି ଦେବା ବା ବିଞ୍ଚି ଦେବା