ଖୋଖୋ
ଖୋଖୋ —
ଉଚ୍ଚାରଣ: Khokho
ପ୍ରାଦେ. (ମେଦିନୀପୁର, ବାଲେଶ୍ବର ଓ ଗଡଜାତ; ନିରର୍ଥକ) ଅ —
ଓଡ଼ିଆ-ଗଡଜାତ, ବାଲେଶ୍ବର ଓ ମେଦିନପୁର ଅଞ୍ଚଳରେ ଶିବିକାବହୀମାନଙ୍କର ଡାକ — A singsong vociferation of the Palki-bearers in the Orissa agency tracts, Balasore and Midnapur.
ଦେ. (ଧ୍ଵନ୍ୟନୂକରଣ)ଅ —
କୌଣସି ଫମ୍ଫା ବା ଦଦରା ବସ୍ତୁକୁ ଆଘାତ କଲେ ତହିଁରୁ ଉତ୍ପନ ହେବା ଶଦ୍ଦ — The sound of hollow and broken things when struck.