ଖୋଇ
ଖୋଇ —
ଉଚ୍ଚାରଣ: Khoi
বদ্অভাস
खो, खु; टेब; खोय
ବୈଦେ. ବି (ଫା. ଖୂ) (ମନ୍ଦାର୍ଥରେ ବ୍ୟବହୃତ) —
୧: ଅଭ୍ୟାସ —୧. Habit.
୨: ପ୍ରକୃତ; ସ୍ବଭାବ —୨. Nature; disposition.
୩: ବଦ୍ଅଭ୍ୟାସ —୩. Bad habit.
ଚାଲିବା ଶଗଡ଼େ ହାତ ଦେବା ଖୋଇଛାଡ଼ିଲୁ ନାହିଁରେ ତୁହି ନୀଳମଣି ଚିନ୍ତାତରଙ୍ଗିଣୀ