ଶବ୍ଦାର୍ଥ:
ଖେଷ୍ଟାଙ୍ଗ୍ — ଉଚ୍ଚାରଣ: Kheshṭāṅg
ପ୍ରାଦେ. (ବାଲେଶ୍ବର) ବି —
ଖଷ୍ଟାଙ୍ଗ୍; ସ୍ଥାନତ୍ୟାଗ — Going away from a place.
ଶ୍ରୀନାୟକେ କହିଲେ,ସ ଗୁମସ୍ତା ବାବୁ , ଆପଣ ଖେଷ୍ଟାଙ୍ଗ କରିବା ନାହିଁ; ଆପଣ ଟିକିଏ ମୋ କଥା ଶୁଣନ୍ତୁ—ଫକୀରମୋହନ. ଗଳ୍ପସ୍ବଳ୍ପ