ଶବ୍ଦାର୍ଥ:
ଖେଳନା — ଉଚ୍ଚାରଣ: Kheḻanā খোনা खेलोना, खिलौना
ଦେ. ବି. (ସଂ. ଖେଳନୀ) —
କ୍ରୀଡ଼ନକ ବସ୍ତୁ; ଯେଉଁ ବସ୍ତୁକୁ ଲୋକେ ବା ପିଲାଏ ଖେଳରେ ବ୍ୟବହାର କରନ୍ତି; କ୍ରୀଡ଼ାସାମଗ୍ରୀ — Play-thing; toy.