ଶବ୍ଦାର୍ଥ:

ଖେଉଦାଇବା
ଉଚ୍ଚାରଣ: Kheudāibā

ଦେ. କ୍ରି. —

ଖେଉଦିବାର ଣିଜନ୍ତରୂପ — Causative form of Kheudibā

ଦ୍ବିଜେ ତାଙ୍କୁ ବନକୁ ଖେଉଦାଇଦେଲେ କୃଷ୍ନସିଂହ. ମହାଭାରତ. ବନ