ଶବ୍ଦାର୍ଥ:
ଖୁମୁଳୀ — ଉଚ୍ଚାରଣ: Khumuḻī
ଗ୍ରା. ବିଣ. ସ୍ତ୍ରୀ. (ଝିଅମାନଙ୍କ ପ୍ରତିମାଆମାନଙ୍କର ଗାଳି) —
୧: ଅଢଙ୍ଗିଆ; ଅବାଗିଆ —୧. Unsystematic.
୨: ଅମାନିଆଁ —୨. Disobedient.