ଶବ୍ଦାର୍ଥ:

ଖୁନ୍
ଉଚ୍ଚାରଣ: Khun

ବୈଦେ. ବି (ଆ) —

ଖୁଣି (ଦେଖ) — ୧. Khuṇi (See)

୨: ଲୁଣକାଠୁଆ —୨. A pot for keeping salt.

ପ୍ରାଦେ. (ଆଳି ଓ କନିକା) ବି —

ଚିତ୍ର ଥିବା ଉଚ୍ଚ ଫନ୍ଦଯୁକ୍ତ କାଠର ଡାଲା —A high-edged wooden tray.

[ଦ୍ର—ଏଥିରେ ରଜାଘରୁ ଲୁଗାପଟା ଆଦିର ବେଭାର ପଠାହୁଏ]