ଶବ୍ଦାର୍ଥ:
ଖୁଣ୍ଟପଲାଶ — ଉଚ୍ଚାରଣ: Khuṇṭapalāṡa
ପ୍ରାଦେ. (ଗଡ଼ଜାତ) ବି —
ଏକପ୍ରକାର ପଲାଶ ଗଛ (ଏଥିରୁ ବ୍ରହ୍ମଚାରୀର ପଲାଶଦଣ୍ଡ ଗ୍ରହଣ କରାଯାଏ) — A kind of Butea Frondosa tree.