ଶବ୍ଦାର୍ଥ:
ଖୁଡ଼ିଆ — ଉଚ୍ଚାରଣ: Khuṟḍ̠iā (ଖୁଡ଼େଈ—ସ୍ତ୍ରୀ)
ଦେ. ବିଣ. ପୁଂ (ସଂ. କଳହ) —
କଳିହୁଡ଼ା — Quarrelsome.
ପ୍ରାଦେ. (ଗଞ୍ଜାମ) ବିଣ —
କୋଢ଼ିଆ; ଅଳସୁଆ — Idle; lazy.