ଶବ୍ଦାର୍ଥ:
ଖୁକୁଣ୍ଡି — ଉଚ୍ଚାରଣ: Khukuṇḍi
ପ୍ରାଦେ. (ବାଲେଶ୍ବର) ବି —
ତାଳଖୁଙ୍କୁ; ତାଳଗଜା ମଧ୍ୟରେ ଥିବା ଶସ — The soft edible kernel inside the stone of a sprouting palm seed.