ଶବ୍ଦାର୍ଥ:

ଖୁକା
ଉଚ୍ଚାରଣ: Khukā
খোক खेखा
(ଖୁକୀ—ସ୍ତ୍ରୀ)

ପ୍ରାଦେ. (ମେଦିନୀପୁର) ବି. ପୁଂ (ଆଦରଯୁକ୍ତ ଡ଼ାକ) —

(ବଙ୍ଗୀୟ ପରିବାରରେ) ଖୋକା ବା ଶିଶୁପୁତ୍ର; ଦୁଗ୍ଧପୋଷ୍ୟ— ବାଳକ —(A term of endearment) A male-child (in a Bengalee famiily).

[ଦ୍ର—ଉତ୍କଳର ଅନ୍ୟାନ୍ୟ ଅଞ୍ଚଳରେ ଉତ୍କଳର ସ୍ଥାୟୀ ଅଧିବାୟୀ ବଙ୍ଗାଳୀ ଓ ବଙ୍ଗାଳୀମାନଙ୍କ ସଂସ୍ରବରେ ଆସିବା ପରିବାରମାନଙ୍କରେ ମଧ୍ୟ ଏ ଶବ୍ଦର ଏହି ବ୍ୟବହାର ପରିଦୃଷ୍ଟ ହୁଏ]