ଶବ୍ଦାର୍ଥ:
ଖୀନ — ଉଚ୍ଚାରଣ: Khīna
ଗ୍ରା. ବିଣ. (ସଂ. କ୍ଷୀଣ) —
କୃଶ — Slender.
ଦୁର୍ବଳ ମଝା ଅତି ଖୀନ; ଏହାର ଦୋଷ ଗୋ ନ ଘେନ ଭୂପତି ପ୍ରେମପଞ୍ଚାମୃତ