ଶବ୍ଦାର୍ଥ:

ଖିଦ୍ମତ୍କାର୍
ଉଚ୍ଚାରଣ: Khidmatkār
খিদ্মত্গার खिदमतगार

ବୈଦେ. ବି. (ଫା. ଖିଦ୍ମତ୍ଗାର) —

୧: ଭୃତ୍ୟ; ସେବକ —୧. Servant.

୨: ସର୍ଦ୍ଦାର ବେହେରା; ପ୍ରାଧାନ ଚାକର — ୨. Butler; table servant.

[ଦ୍ର—ଏ ଫାରସୀ ଶବ୍ଦ ଇଂରାଜି ଭାଷାରେ ଚଳିଲାଣି]

୩: ଅର୍ଦ୍ଦଳ; ଟହଲିଆ —୩. An orderly.

୪: ଯେଉଁ ଚାକର ଘରର ସାମାନ୍ୟ ବା ନୀଚ କର୍ମମାନ କରେ —୪. Menial servant.

୫: ଖାମିଦଙ୍କ ଦେହସେବାକାରୀ ଚାକର — ୫. Personal servaṅt.