ଖିଦ୍ମତ୍କାର୍
ଖିଦ୍ମତ୍କାର୍ —
ଉଚ୍ଚାରଣ: Khidmatkār
খিদ্মত্গার
खिदमतगार
ବୈଦେ. ବି. (ଫା. ଖିଦ୍ମତ୍ଗାର) —
୧: ଭୃତ୍ୟ; ସେବକ —୧. Servant.
୨: ସର୍ଦ୍ଦାର ବେହେରା; ପ୍ରାଧାନ ଚାକର — ୨. Butler; table servant.
[ଦ୍ର—ଏ ଫାରସୀ ଶବ୍ଦ ଇଂରାଜି ଭାଷାରେ ଚଳିଲାଣି]
୩: ଅର୍ଦ୍ଦଳ; ଟହଲିଆ —୩. An orderly.
୪: ଯେଉଁ ଚାକର ଘରର ସାମାନ୍ୟ ବା ନୀଚ କର୍ମମାନ କରେ —୪. Menial servant.
୫: ଖାମିଦଙ୍କ ଦେହସେବାକାରୀ ଚାକର — ୫. Personal servaṅt.