ଶବ୍ଦାର୍ଥ:

ଖିଜାଲା
ଉଚ୍ଚାରଣ: Khijālā

ପ୍ରାଦେ. ବି (ସୋନପୁର; ତୁଳ. ହି. ଖୀଜ୍=ଚିଡ଼ାଇବା ବାକ୍ୟ; ଖିଜଲାନା=ଚିଡ଼ାଇବା) —

କଳି — Quarrel.

ପ୍ରାଦେ. ବିଣ. —

କଳିହା —Quarrelsome.