ଶବ୍ଦାର୍ଥ:
ଖିଜାଇବା — ଉଚ୍ଚାରଣ: Khijāibā
ପ୍ରାଦେ. କ୍ରି (ତୁଳ. ହି. ଖଜ୍ବାନା=ବିରକ୍ତ କରିବା; ଖିଜ୍ଲାନା=ଚିଡ଼ାଇବା) —
୧: (ସମ୍ବଲପୁର , ଆଠମଲ୍ଲିକ) ବିରକ୍ତ କରିବା — ୧. To tease.
୨: (ସୋନପୁର) କଳି କରିବା — ୨. To quarrel.