ଶବ୍ଦାର୍ଥ:

ଖିଜାଇବା
ଉଚ୍ଚାରଣ: Khijāibā

ପ୍ରାଦେ. କ୍ରି (ତୁଳ. ହି. ଖଜ୍ବାନା=ବିରକ୍ତ କରିବା; ଖିଜ୍ଲାନା=ଚିଡ଼ାଇବା) —

୧: (ସମ୍ବଲପୁର , ଆଠମଲ୍ଲିକ) ବିରକ୍ତ କରିବା — ୧. To tease.

୨: (ସୋନପୁର) କଳି କରିବା — ୨. To quarrel.