ଶବ୍ଦାର୍ଥ:

ଖିଅ ଦେବା
ଉଚ୍ଚାରଣ: Khia debā

ଦେ. କ୍ରି —

ଲୁଗା ବା ଜାଲଦ୍ବାରା ମାଛ ଧରିବା — To catch fish with a cloth or a net.