ଶବ୍ଦାର୍ଥ:

ଖାରଜ
ଉଚ୍ଚାରଣ: Khāraja
খারিজ खारज

(ଦାଖଲ—ବିପରୀତ)

ବୈଦେ. ବି. (ଆ. ଖାରଜ୍=ବହିଷ୍ଣୁତ; ପୃଥିକ୍କୃତ) —

୧: ତାଲିକାରୁ ନାମ କାଟି ଦେବା; ନାମକର୍ତ୍ତନ — ୧. Striking off of a name from a list.

୨: ବହିଷ୍କରଣ —୨. Exclusion; expulsion.

୩: ରଦ୍ କରିବା —୩. Setting aside.

୪: ଅଧିକାରଚ୍ଯୁତି ବା କର୍ମଚ୍ଯୁତି; ବରଖାସ୍ତି — ୪. Dismissal or discharge from a post or service.

୫: ଲୋପ —୫. Abolition; disappearance.

୬: (କଚିରିଆ ବ୍ୟବହାର) ପକ୍ଷର ଅନୁପସ୍ଥିତି ବା ଅନ୍ୟ ପ୍ରାଥମିକ ଦୋଷରୁ ବିଚାର ହେବା ପୂର୍ବରୁ ମକଦ୍ଦମା ଡ଼ିସ୍ମିସ୍ କରାଯିବା —୬. (Court language) Dismissal of a case for default or some Preliminary defect.

ବିଣ —

୧: (ନାମ) କର୍ତ୍ତତ — ୧. Struck off from the roll.

୨: ଲୁପ୍ତ —୨. A bolished; dropped.

୩: ରଦ୍ କରାଯାଇଥିବା —୩. Set aside.

୪: କାର୍ୟ୍ୟରୁ ବରଖାସ୍ତ କରାଯାଇଥିବା; କର୍ମରୁ ଅପସାରିତ — ୪. Dismised from service.

୫: ବହିଷ୍କୁତ; ତାଡ଼ିତ —୫. Driven out; expelled.

୬: (କଚିରିଆ ବ୍ୟବହାର) ଶୁଣାଣି ବା ବିଚାର ପୂର୍ବରୁ ପକ୍ଷର ଗରହାଜିରିରୁ ବା କୌଣସି ପ୍ରାଥମିକ ଦୋଷରୁ ତାଲିକାରୁ ୘ଟାଯିବା (ମକଦ୍ଦମା) — ୬. (Court language) (case) Struck off the list for default or for some preliminary defect before a regular trial or hearing.