ଶବ୍ଦାର୍ଥ:
ଖାମଚା — ଉଚ୍ଚାରଣ: Khāmachā
ପ୍ରାଦେ. (ମେଦିନୀପୁର; ତୁଳ. ବଂ. ଖାମଚା) ବି —
ନଖ ଓ ଆଙ୍ଗୁଠି ଦ୍ବାରା ଚୁମୁଟା — A tight pinch with the fingers and nails.