ଶବ୍ଦାର୍ଥ:
ଖାଦ୍ୟ — ଉଚ୍ଚାରଣ: Khādya
ସଂ .ବିଣ. (ଖାଦ୍ ଧାତୁ+କର୍ମ. ୟ) —
୧: ଭୋଜ୍ୟ; ଭୋଜନର ଉପଯୁକ୍ତ — ୧. Eatable; edible; fit to be eaten.
୨: ପଥ୍ୟ — ୨. Beneficial to the health.
ସଂ. ବି —
ଭକ୍ଷ୍ୟ ବସ୍ତୁ —Food; victuals.