ଶବ୍ଦାର୍ଥ:

ଖାଣ୍ଡିଖିଆ
ଉଚ୍ଚାରଣ: Khāṇḍikhiā
(ଖାଣ୍ଡିଖାଈ—ସ୍ତ୍ରୀ)

ପ୍ରାଦେ. (ପୁରୀ) ବିଣ. (ଗାଳିରେ ବ୍ୟବହୃତ) —

୧: ଯେ ଖାଣ୍ଡିରେ ଖାଏ — ୧. One who takes food from the broken part of a pot.

୨: ଦରିଦ୍ର —୨. Poor.

୩: ମାଗିଖିଆ; ବିଟାଳ — ୩. Beggar; a person who begs his morsel.

୪: ପୁରୀ ବଡ଼ ଦେଉଳର ଅନ୍ନ ମହାପ୍ରସାଦ ମଠଧାରୀମାନଙ୍କ ଦ୍ବାରା ଖଇରାତ୍ ହୋଇ ବଣ୍ଟା ହେବା ସମୟରେ ଯେଉଁମାନେ ଖଣ୍ଡିଏ—

ଲେଖାଏଁ ଖାଣ୍ଡି ବା ଭଙ୍ଗା ମହାପ୍ରସାଦ କୁଡ଼ୁଆ ଘେନି ଉପସ୍ଥିତ ହୁଅନ୍ତି ଓ ସେଥିରେ ପରୀକ୍ଷା ହେବା ମହାପ୍ରସାଦକୁ ଖାଆନ୍ତି — ୪. (beggars) Partaking of food offered to Lord Jagannath at Puri and served as charity-doles by the trustees of local endowments.

ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟା—ଢଗ