ଶବ୍ଦାର୍ଥ:
ଖାଡ଼ା — ଉଚ୍ଚାରଣ: Khāṟḍ̠ā খাড়া खड़ा
ଦେ. ବି (ସଂ. ଖଡ଼କ=ସ୍ତମ୍ଭ; ସଂ. ଖଡ଼=ତୃଣାଦିର ନାଡ଼) —
୧: ଠିଆହେବା — ୧. Standing posture.
୨: ଉପବାସ —୨. Fasting.
ଦେ. ବିଣ —
ଦଣ୍ଡାୟମାନ —Erect; standing.