ଶବ୍ଦାର୍ଥ:
ଖାଟିବା — ଉଚ୍ଚାରଣ: Khāṭibā খাটা लगना
ପ୍ରାଦେ. (ବାଲେଶ୍ବର) କ୍ରି (ସଂ. ଖଟ୍ ଧାତୁ=ଆଚ୍ଛାଦନ କରିବା) —
୧: ପରିଶ୍ରମ କରିବା; ଖଟିବା — ୧. To labour hard.
୨: ପ୍ରଯୋଜ୍ୟ ହେବା; ଯୋଗ୍ୟ ହେବା — ୨. To fit in; to apply.