ଶବ୍ଦାର୍ଥ:

ଖାଟିବା
ଉଚ୍ଚାରଣ: Khāṭibā
খাটা लगना

ପ୍ରାଦେ. (ବାଲେଶ୍ବର) କ୍ରି (ସଂ. ଖଟ୍ ଧାତୁ=ଆଚ୍ଛାଦନ କରିବା) —

୧: ପରିଶ୍ରମ କରିବା; ଖଟିବା — ୧. To labour hard.

୨: ପ୍ରଯୋଜ୍ୟ ହେବା; ଯୋଗ୍ୟ ହେବା — ୨. To fit in; to apply.