ଖାଞ୍ଚିବା
ଖାଞ୍ଚିବା —
ଉଚ୍ଚାରଣ: Khān̄chibā
খিঁচা
खाँचना, खीचना
ଦେ. କ୍ରି. (ସଂ. କର୍ଷଣ; କିମ୍ବା ସଂ. ଖଚ ଧାତୁ=ବନ୍ଧନେ) —
ଓଟାରିବା; ଟାଣିବା; ଖେଞ୍ଚିବା — To draw a thing tightly.
ପ୍ରାଦେ. (ସମ୍ବଲପୁର) କ୍ରି —
୧: ତଳକୁ ନୂଆଁଇବା — ୧. To bend downwards.
୨: ଠେସି ଠେସି ଭର୍ତ୍ତି କରିବା — ୨. To thrust by repeated pushing; to ram.
୩: ଜାକି ଧରିବା — ୩. To hold tightly.
ପ୍ରାଦେ. (ବାଲେଶ୍ବର) —
(ଦଉଡ଼ା ଆଦିକୁ) ଟାଣି କରି ବାନ୍ଧିବା — To tie (rope etc) by pulling tightly.
(ଯଥା—ମଶାରି ଖାଞ୍ଚିବା)