ଶବ୍ଦାର୍ଥ:
ଖଳିବକଟିଆ — ଉଚ୍ଚାରଣ: Khaḻibakaṭiā
ପ୍ରାଦେ (ଗଡ଼ଜାତ) ବି —
ଚିକିଟାମାଟି (ୟାହା ଓଦା ଥିବାବେଳେ ଗୋରୁ ଗାଈ ତାକୁ ଖୁରାରେ ଚକଟିକରି ଖାଲଢିପ କରି ଦେଇ ଥାଆନ୍ତି) — Hard clayey soil.